() ଆମେରିକାରେ ଗୁଳିକାଣ୍ଡ ଥମିବାର ନାଁ ନେଉନାହିଁ । ଏହାରି ଭିତରେ ଉତ୍ତର ମ୍ୟାରୀଲ୍ୟାଣ୍ଡ ସ୍ଥିତ ମାନ୍ୟୁଫ୍ୟାକଚରିଙ୍ଗ ୟୁନିଟରେ ଜଣେ ଆତତାୟୀ ଆଖିବୁଜା ଗୁଳିମାଡ କରିଛି । ଯେଉଁଥିରେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । କେବଳ ସେତିକି ନୁହେଁ ଆତତାୟୀକୁ କାଉଣ୍ଟର ଆଟାକ୍ କରିବାବେଳେ ଜଣେ ପୋଲିସ କର୍ମୀ ମଧ୍ୟ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ସେପଟେ ଏପର୍ଯ୍ୟନ୍ତ ଆକ୍ରମଣକାରୀର ପରିଚୟ ମିଳିପାରିନାହିଁ ।
https://thetopmost.in/natures-air-purifiers-are-here/
https://thetopmost.in/scientists-report-on-stars-life-circle-secret/
More Stories
ଟ୍ରମ୍ପ-ମୋଦୀ ମୁହାଁମୁହିଁ, ଏପ୍ରିଲ୍ 2ରୁ ଲାଗୁ ହେବ ନୂଆ ଟାରିଫ୍ ରୁଲ୍
କାହିଁକି ଓ କାହା ପାଇଁ ପାଳନ ହୁଏ ଭ୍ୟାଲେନଟାଇନ୍ସ ଡେ
ଜାଣନ୍ତି କି ଆପଣଙ୍କ ଘରୋଇ ଉପକରଣରେ ଅଛି ସୁନା